ରାଜଧାନୀ ଭୁବନେଶ୍ୱରରେ ଜଳ ନିଷ୍କାସନ ପାଇଁ ୬୨ ଏକର ଜମି ଅଧିଗ୍ରହଣ କରିବା ପାଇଁ BMC ର ଯୋଜନା : ନଗର ଉର୍ଣ୍ଣୟନ ବିଭାଗକୁ ମାଗିଲେ ୭୫୩ କୋଟି ଟଙ୍କା I

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବର୍ଷାଜଳ ନିଷ୍କାସନ ନହେବା ଦ୍ୱାରା ଲୋକଙ୍କର ହିନସ୍ଥା ବଢି ବଢି ଚାଲିଛି I ଫଳରେ ସ୍ଵଛ ଭାରତ ଅଭିଯାନ ଆରମ୍ଭ ହେଉଥିବାବେଳେ ଘର ଭିତରେ ଡ୍ରେନ ପାଣି ପଶି ରାଜଧାନୀବାସୀଙ୍କ ପାଇଁ ବିଷମ ସମସ୍ୟା ସୃଷ୍ଟି କରୁଛି I ପ୍ରତି ବର୍ଷ ବର୍ଷା ଦିନ ଆସିବା ମାତ୍ରେ ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି ହେଉଛି I ଏଥିପାଇଁ BMC ବର୍ଷା ଜଳ ନିଷ୍କାସନ ପାଇଁ ପୂର୍ବରୁ ଥିବା ୧୩ଟି ପ୍ରାକୃତିକ ଡ୍ରେନର କଳେବର ବୃଦ୍ଧି କରିବାର ଯୋଜନା ରଖିଛି I ଏହି ସମସ୍ତ ଡ୍ରେନର ଲମ୍ବା ମିଶି ମୋଟ ୬୫.୬୧୧ କିଲୋମିଟର ହେବ ବୋଲି ଆକଳନ କରାଯାଇଛି I ଏଥିପାଇଁ ୬୨ ଏକର ଜମି ଅଧିଗ୍ରହଣ କରିବାର ଯୋଜନା ଥିବା ବିଷୟ BMC କର୍ତ୍ତୃପକ୍ଷ ପ୍ପ୍ରକାଶ କରିଛନ୍ତି ଓ ନେହି କାର୍ଯ୍ୟ ପାଇଁ ନଗର ଉର୍ଣ୍ଣୟନ ବିଭାଗକୁ ୭୫୩ କୋଟି ଟଙ୍କା ମଗାଯାଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More