୭ ହଜାର କୋଟି ଟଙ୍କା ର ବ୍ୟାଙ୍କ ଠକେଇ

0

ଭୁବନେଶ୍ୱର : ଭାରତରେ ଦିନକୁ ଦିନ ବ୍ୟାଙ୍କ ଠକେଇ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଠକେଇର ପଦାଫାର୍ସ ହେବାରେ ଲାଗିଛି I ନିକଟରେ ଜଣାପଡିଛି ଯେ , ବିଭିର୍ନ ବ୍ୟାଙ୍କ ଠକେଇର ଅର୍ଥ ପ୍ରାୟ ୭ ହଜାର କୋଟି ଟଙ୍କାରୁ ଅଧିକ ହେବ I ଗତ ମଙ୍ଗଳବାର ୧୫ଟି ରାଜ୍ୟରେ ୧୬୯ଟି ଜାଗାରେ ଚଢ଼ାଉ କରାଯାଇ ଏ ବିଷୟ ଲୋକଲୋଚନକୁ ଆସିଛି I ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ , ଛତିଶଗଡ଼ , ଦିଲ୍ଲୀ , ଗୁଜୁରାଟ , ହରିଆଣା , କର୍ଣ୍ଣାଟକ , କେରଳ , ମଧ୍ୟପ୍ରଦେଶ , ମହାରଷ୍ଟ୍ର , ପଞ୍ଜାବ , ତାମିଲନାଡୁ , ତେଲେଙ୍ଗାନା , ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଇତ୍ୟାଦି ସ୍ଥାନରେ ୧୭୦ ରୁ ଅଧିକ ଟିମ ରହି ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି ଏବଂ ୩୫ଟି ମାମଲା ଦାୟର ହୋଇଛି I ଯେଉଁ ପ୍ରମୁଖ ବ୍ୟାଙ୍କ ଗୁଡିକରେ ଏପରି ବିଭିର୍ନ ଅନ୍ୟମୀୟତୀତା ହୋଇଛି I ସେମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ , ଆନ୍ଧ୍ର ବ୍ୟାଙ୍କ , ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ , ଇଣ୍ଡିଆନ ଓଭରସିଯ ବ୍ୟାଙ୍କ , ଆଲ୍ହାବାଦ ବ୍ୟାଙ୍କ , କାନାଡ଼ା ବ୍ୟାଙ୍କ , ଦେନା ବ୍ୟାଙ୍କ ଇତ୍ୟାଦି ଏହି ଠକେଇ କାର୍ଯ୍ୟରେ ଲିପ୍ତ ଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More