ଆଜି ଆସିବ ଅଯୋଧ୍ୟା ରାୟ .

0

ଭୁବନେଶ୍ୱର : ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ପ୍ରକାଶ ପାଇବ । ସୁପ୍ରିମକୋର୍ଟାରେ ଦିବ ୧୦ଟା ୩୦ ପରେ ଏହି ରାୟ ପ୍ରକାଶ ପାଇବ । ରାୟ ପ୍ରକାଶ ପାଇବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଶାନ୍ତି ବଜାୟ ରଖିବା ପାଇଁ ଟୁଇଟ ଯୋଗେ ଅନୁରୋଧ କରିଛନ୍ତି । ଅଯୋଧ୍ୟା ରାୟ ପାଇଁ ଉତ୍ତର ପ୍ରଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରା ଅଂଚଳରେ ୧୪୪ ଧାରା ଜାରୀ କରାଯାଇଛି । ରାଜସ୍ଥାନ, ଉତ୍ତରପ୍ରଦେଶରେ ସ୍କୁଲ ମଧ୍ୟ ଛୁଟି କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More