ରାଫେଲ କିଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏସିଡ ଟେଷ୍ଟ.. ଆଗକୁ ପଢନ୍ତୁ
ଗତ କିଛିଦିନଧରି ଦେଶରେ ଚାଲିଥିବା ନିର୍ବାଚନୀ ଉଷ୍ମତାକୁ ଅଧିକରୁ ଅଧିକ ଉଷ୍ମତା ବଢାଇବାପାଇଁ ରାଫେଲ ଯୁଦ୍ଧ ବିମାନ କିଣା ବର୍ତମାନ ଚର୍ଚିତ ବିଷୟ ହୋଇଛି । ଏ ବିଷୟ ବର୍ତମାନ ଉଚ୍ଚତମ ନ୍ୟାୟାଳୟକୁ ଗଲାଣି । ସେଠାରେ ଏହା ବିଚାରାଧୀନ ଅଛି । ପ୍ରକୃତରେ ଯଦି କୌଣସି ବେଆଇନ କାର୍ଯ୍ୟ ଏହି ରାଫେଲ…