ଗୃହରେ ଧାନ ତାତି : ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ

0

ଭୁବନେଶ୍ୱର : ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଭ୍ୟଙ୍କ ପ୍ରତିବାଦ। ମଧ୍ୟ ଭାଗରେ ହଟଗୋଳ I ଧାନର ଅଭାବୀ ବିକ୍ରୀକୁ ନେଇ ହୋହାଲ୍ଲା I ଧାନ କିଣା ସମସ୍ୟା ଓ ନାରୀ ନିର୍ଯ୍ୟାତନାକୁ ନେଇ କଂଗ୍ରେସ ବିଧାୟକଙ୍କ ନାରାବାଜି I ତେଣୁ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More