ଅନୁପଙ୍କ ହାତ ଛାଡ଼ିଲା ବିଜେଡ଼ି

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କୁ ବହିଷ୍କାର କରିଛନ୍ତି ।ସୂଚନା ଅନୁସାରେ, ଏକ ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁମ ସାଏଙ୍କୁ ଛତିଶଗଡ ପୋଲିସ ଗିରଫ କରିବା ପରେ ମୁଖ୍ୟମନ୍ତ୍ରୀ ଏହି କାର‌୍ୟ୍ୟା ନୁଷ୍ଠାନ ଗ୍ରହଣ କରିଛନ୍ତି । ପୂର୍ବରୁ ଅନୁପ ୩ଥର କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ । ୨୦୧୪ରେ ସେ ବିଜେଡିରେ ମିଶିବା ପରେ ନିର୍ବାଚନରେ ହାରି ଯାଇଥିଲେ । ଗତ ନିର୍ବାଚନରେ ବିଜେଡି ତାଙ୍କୁ ଆଉ ଟିକେଟ ଦେଇନଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More