ଆଜି ଅଗ୍ନି – ୩ ର ପରୀକ୍ଷଣ

0

ଭୁବନେଶ୍ୱର : ଆଜି ଭଦ୍ରକ ଅବଦୁଲ କାଲାମ ଦ୍ୱୀପରୁ ଅଗ୍ନି -୩ ର ପରୀକ୍ଷଣ କରାଯିବ I ଏହା ମଧ୍ୟମ ଦୂରଗାମୀ ଵାଲାସ୍ଟିକ ମିଶାଇଲା I ଅଗ୍ନି -୩ ର ଓଜନ ୨୨ ହଜାର କିଲୋଗ୍ରାମ ରହିଥିବାବେଳେ ଏହାର ଲମ୍ବା ୧୭ ମିଟର ଓ ଓସାର ୨ ମିଟର ରହିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More