ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା

0

ପୁଣି ଏକ ଚାଷୀ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ଖୋର୍ଦ୍ଦା ଜିଲ୍ଲା ବୋଲଗଡ଼ର ଅସରାଳ ଗାଁର ଚାଷୀ ଲକ୍ଷ୍ମୀକାନ୍ତ ସେଠୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କିଛିଦିନ ହେବ ଲକ୍ଷ୍ମୀକାନ୍ତ ଫସଲହାନୀ ଯୋଗୁଁ ଋଣ ଚିନ୍ତାରେ ଥିଲେ । ଅତ୍ୟଧିକ ମାନଶୀକ ଚାପ ଯୋଗୁଁ ଶେଷରେ ଲକ୍ଷ୍ମୀକାନ୍ତ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More