ଶ୍ରୀ ରମେଶ ଚନ୍ଦ୍ର ଶତପଥୀ ଓ ତାଙ୍କ ପତ୍ନୀ ଶ୍ରୀମତୀ ବିଷ୍ଣୁପ୍ରିୟା ଆଚାର୍ଯ୍ୟ ତାଙ୍କର ୫୧ ତମ ବିବାହ ବାର୍ଷିକ ଉତ୍ସବ ପାଳନ କରିଛନ୍ତି |

0

ଭୁବନେଶ୍ୱର : ଗତକାଲି ଓଡିଶା ଅପଡେଟ ନ୍ୟୁଜ ଓ ଲୋକଶକ୍ତି ଟିଭି ତଥା ଲୋକଶକ୍ତି ସମ୍ବାଦ ପତ୍ର ର ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ଶତପଥୀ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ବିଷ୍ଣୁପ୍ରିୟା ଆଚାର୍ଯ୍ୟ ତାଙ୍କର ୫୧ ତମ ବିବାହ ବାର୍ଷିକ ପାଳନ କରିଛନ୍ତି | ଓଡିଶା ଅପଡେଟ ନ୍ୟୁଜ ତଥା ଲୋକଶକ୍ତି ଟିଭି ର ସଦସ୍ୟଙ୍କ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ତାଙ୍କ ବୈବାହିକ ଜୀବନରେ ସର୍ବଦା ସୁଖ ଓ ଶାନ୍ତି କାମନା କରୁଛୁ |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More