ପୁଣି ଆଜି ଗଞ୍ଜାମରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ

0

ଗଞ୍ଜାମ : ଆଜି ପୁଣି ଗଞ୍ଜାମ ଜିଲ୍ଲାରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି I ଚିନ୍ହଟ ହୋଇଥିବା ନୂଆ ୫୦ ଜଣଙ୍କ ମଧ୍ୟରୁ ୩୩ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ଏବଂ ଏଥିରେ ୧୩ ଜଣ କରୋନା ଯୋଦ୍ଧା ରହିଥିବା ଜଣାପଡିଛି I ଏହି ୫୦ ଜଣ ଆକାରନ୍ତଙ୍କ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି ହୋଇଛି I ଏନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦଆଯାଇଛି ।
ଏଥିସହିତ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି ପାଇଥିବାବେଳେ ୭୬୮ ଜଣ ଆରୋଗ୍ୟ ଲାଭ କରିଛନ୍ତି, ୩୧୨ ଜଣ ଆକ୍ଟିଭ୍ କେସ୍ ରହିଥିବା ସହ ୮ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More