ଆଜି ଭାରତ – ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି : ‘କ୍ଲିନ୍‌ ସୁଇପ୍‌’ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

0

ଭୁବନେଶ୍ୱର : ଆଜି ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ଟିମ୍‌ ଇଣ୍ଡିଆ ଆଉ ଏକ ବିଜୟ ସହ ସିରିଜ ‘କ୍ଲିନ୍‌ ସୁଇପ’ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଘରୋଇ ଅଷ୍ଟ୍ରେଲିଆ ଦଳ ସମ୍ମାନ ବଞ୍ଚାଇବା ପାଇଁ ପଡିଆକୁ ଓଲ୍ହାଇବ ।

ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିସାରିଥିବା ଟିମ ଇଣ୍ଡିଆ ଆଜିର ମ୍ୟାଚ୍‌କୁ ୩-୦ ରେ ଜିତିବାକୁ ଲକ୍ଷ ରଖିଛି । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିବାକୁ ବିରାଟ କୋହଲିଙ୍କ ନିକଟରେ ସୁଯୋଗ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More