3ଟି ଅନୁଷ୍ଠାନ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବୁଝାମଣାପତ୍ର ସ୍ଵାକ୍ଷରିତ I

0

ଭୁବନେଶ୍ୱର :3ଟି ଅନୁଷ୍ଠାନ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବୁଝାମଣାପତ୍ର ସ୍ଵାକ୍ଷରିତ I ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ସ୍ଵାକ୍ଷରିତ ହେଲା ବୁଝାମଣା I ସହରାଞ୍ଚଳରେ ଅନଲାଇନରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଇ-ଗଭ ଫାଉଣ୍ଡେସନ ସହିତ ବୁଝାମଣା I ସହରାଂଚଳରେ ନିଜସ୍ୱ ଆୟବୃଦ୍ଧି ତଥା ଆର୍ଥିକ ପରିଚାଳନା ସୁବ୍ୟବସ୍ଥିତ କରିବାପାଇଁ ଜନଗ୍ରହ ସହିତ ବୁଝାମଣା ସ୍ଵାକ୍ଷର I ଐତିହ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶର ପ୍ରୋତ୍ସାହନ ନିମନ୍ତେ ଭାରତୀୟ ଐତିହ୍ୟ ସହର ନେଟୱର୍କ ଫାଉଣ୍ଡେସନ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି I ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More