ପୌରାଞ୍ଚଳରେ କରୋନା ମୁକାବଲା ଲାଗି ୨୧କୋଟି 10 ଲକ୍ଷ ଟଙ୍କା ମଞ୍ଜୁର : ଗୃହ ଓ ନଗର ଉନ୍ନୟନ ବିଭାଗ

0

ଭୁବନେଶ୍ୱର : ପୌରାଞ୍ଚଳରେ କରୋନା ମୁକାବଲା ଲାଗି ୨୧କୋଟି 10 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ମଞ୍ଜୁର କଲା ଗୃହ ଓ ନଗର ଉନ୍ନୟନ ବିଭାଗ । ରାଜ୍ୟର 114ଟି ପୋୖରାଞ୍ଚଳରେ କରୋନା ମୁକାବିଲା ପାଇଁ ଏହି ଅର୍ଥ ମଞ୍ଜୁର ହୋଇଛି । ବିଏମ୍‍ସିକୁ ମିଳିବ ସର୍ବାଧିକ ଏକ କୋଟି ଟଙ୍କା ମଞ୍ଜୁର ହୋଇଛି । କଟକ ସମେତ ଅନ୍ୟ ତିନି ମହାନଗର ନିଗମକୁ ୫୦ଲକ୍ଷ ଟଙ୍କା ଲେଖାଏଁ ମିଳିବ । ଏନ୍‍ଏଏସି ଓ ମୁନିସିପାଲିଟି ଗୁଡିକୁ ଯଥାକ୍ରମେ ୧୦ ଓ ୫୦ଲକ୍ଷ ଟଙ୍କା ମିଳିବ । ଏହି ଅର୍ଥକୁ କେବଳ କରୋନା ମୁକାବିଲା ଲାଗି ବ୍ୟୟ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More