ଆଜି ଭାରତ – ବାଙ୍ଗଲାଦେଶ ପ୍ରଥମ ଟୋଣ୍ଟି -୨୦ ମ୍ୟାଚ

0

ଭାରତ-ବାଙ୍ଗଲାଦେଶ ମଧ୍ୟରେ ଆଜିଠୁ ଆରମ୍ଭ ହେବ ଟି-୨୦ ଶୃଙ୍ଖଳା । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ଦମଦାର ମ୍ୟାଚ୍ ଖେଳାଯିବ । ୩ଟି ମ୍ୟାଚଟିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ଖେଳାଯିବ ଇ ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଛନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନେତୃତ୍ବ ଭାର ମିଳିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More