ଏବେ ପ୍ଲାଷ୍ଟିକ ଦେଲେ ମିଳିବ ୧ କେଜି ଚାଉଳ : ପ୍ଲାଷ୍ଟିକ ମୁକ୍ତ କରିଆବ ପାଇଁ ନୂଆ ପ୍ରୟାସ

0

ଭୁବନେଶ୍ୱର : ନିଜ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଆନ୍ଧ୍ରର ଜଣେ ଵିଧାୟିକା I ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଏକ କିଲୋଗ୍ରାମ୍ ପ୍ଲାଷ୍ଟିକ ବଦଳରେ ଏକ କିଲୋଗ୍ରାମ୍ ଚାଉଳ ଦେବାକୁ ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶର ରୋଜା ନାଗରୀ ବିଧାନସଭାର ବିଧାୟକ ଆରକେ ରୋଜା I ଏହି ଅଭିଯାନ ୩୦ ଦିନ ଯାଏଁ ଚାଲିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More