୪ ଦିନିଆ ଭାରତ ଗସ୍ତରେ ପର୍ତ୍ତୁଗାଲ ରାଷ୍ଟ୍ରପତି

0

ଭୁବନେଶ୍ୱର : ୪ ଦିନିଆ ଭାରତ ଗସ୍ତରେ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୋସା I ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ୧୪ଟି ରାଜିନାମା ସ୍ୱାକ୍ଷରିତ ହୋଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୋସାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ପରେ ଏହି ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଛି । ଭାରତକୁ ଏହା ତାଙ୍କର ପ୍ରଥମ ଗସ୍ତ। ଶୁକ୍ରବାର ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More