୩୧୪ ବ୍ଲକରେ ଗଠନ ହେବ ଆଦର୍ଶ ବିଦ୍ୟାଳୟ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ,ସମୀର ଦାସ

0

ଭୁବନେଶ୍ୱର : ନିଜସ୍ୱ ଖର୍ଚ୍ଚରୁ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ କରୁଛନ୍ତି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ Brain Child । 2020-21 ବଜେଟରେ ସ୍ୱତନ୍ତ୍ର ଭାବେ ରାଜ୍ୟ ସରକାର 400 କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ସେଠି ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ 95 ପ୍ରତିଶତ । ୩୧୪ ବ୍ଲକରେ ଗଠନ ହେବ । 214 ବ୍ଲକରେ କାମ ଚାଲିଛି । ବିରୋଧୀ ଦଳ ନେତାଙ୍କ ପାଖରେ ସଠିକ ଖବର ନାହିଁ । ଆଦର୍ଶ ବିଦ୍ୟାଳୟରେ ଏବେ ପଢୁଛନ୍ତି 58712 ଜଣ ଛାତ୍ରଛାତ୍ରୀ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More