ସହୀଦଙ୍କ ମରଶରୀର ଉପରେ ବିଜେଡି ପତାକା ପକାଇବା ପ୍ରସଙ୍ଗ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯେଉଁମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଦଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସହିଦଙ୍କ ପ୍ରତି ସବୁବେଳେ ବିଜେଡି ସମ୍ମାନ କରିଆସିଛି । ଏପରି କାର୍ଯ୍ୟ ଦଳ କେବେ କରିବ ନାହିଁ ।