ସର୍ବଭାରତୀୟ ଜେଇଇ ମେନ୍ ପରୀକ୍ଷା ଆରମ୍ଭ

0

ଆଇଆଇଟି, ଏନଆଇଟି, ଟ୍ରିପଲଆଇଟି ସହିତ ସାରା ଦେଶରେ ଥିବା ସରକାରୀ ଓ  ଘରୋଇ ଇଂଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ଆରମ୍ଭ ହୋଇଛି ସର୍ବଭାରତୀୟ ଜେଇଇ ମେନ୍ ପରୀକ୍ଷା । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୬ଟି ସହରର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ପ୍ରାୟ ୪୫ ହଜାର ଛାତ୍ରଛାତ୍ରୀ । ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ । ସକାଳ ସାଢେ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ପେନ, ପେନସିଲ, ହାତଘଣ୍ଟା ଏବଂ କୌଣସି ଇଲେକଟ୍ରୋନିକ୍ସ ଉପକରଣ ପରୀକ୍ଷାର୍ଥୀ ହଲ୍ ଭିତରକୁ ନେଇପାରିବେ ନାହିଁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More