ଲୋକତନ୍ତ୍ରର ହତ୍ୟା ହୋଇଛି : କଂଗ୍ରେସ

0

ଚିଦାମ୍ବରମଙ୍କ ଗିରଫ ଘଟଣାରେ କଂଗ୍ରେସର ପ୍ରତିକ୍ରିୟା I ଦିନ ଦ୍ୱିପ୍ରହରରେ ଲୋକତନ୍ତ୍ରର ହତ୍ୟା ହୋଇଛି I ଚିଦାମ୍ବରମଙ୍କ ଗିରଫ ଘଟଣାରେ କଂଗ୍ରେସର ପ୍ରେସ ମିଟି I କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲେଙ୍କ ପ୍ରେସମିଟ I ଚିଦାମ୍ବରମଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ I ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଉଦ୍ୟମ ହୋଇଛି I ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରିଛନ୍ତି ସରକାର I ଚିଦାମ୍ବରମଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More