ଲାଞ୍ଚ ଶିକ୍ଷା ବିଭାଗକୁ କଳୁଷିତ କରୁଛି : ବିଜେପି

0

ମନ୍ତ୍ରୀଙ୍କ ନାଁରେ ବିଧାୟକଙ୍କ ଅଭିଯୋଗ । ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପ୍ରାଣିଗ୍ରାହୀଙ୍କ ବିରୋଧରେ ଲାଞ୍ଚନେବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହୀତ । ସେ ଅଭିଯୋଗ କରିଛନ୍ତି ଯେ ଲାଞ୍ଚନେଇ ମନ୍ତ୍ରୀ ଅଧ୍ୟାପକ ବଦଳିକରୁନାହନ୍ତି । ଏହାଯୋଗୁଁ ଶିକ୍ଷାବିଭାଗ କଳୁଷିତ ହେଉଛି ।ଅନ୍ୟପଟେ ହାରିଥିବା ବିଧାୟକଙ୍କୁ ସରକାର ରାଜନୈତିକ ଉଦେ୍ଦଶ୍ୟରଖି ଥଇଥାନ କରୁଛନ୍ତି ବିରୋଧି ଅଭିଯୋଗ କରି ଗୃହରେ ହଟ୍ଟଗୋଳ କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ୧୨ଟା୫୦ ଯାଏ ମୁଲତବୀ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More