ରାହୁଲଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ଜୋରଦାର …

0


ଜାନୁୟାରୀ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତକୁ ସଫଳ କରିବା ପାଇଁ ତୃଣମୂଳ ସ୍ତରରୁ ଜିଲ୍ଳାଯାଏ ସବୁଠି କଂଗ୍ରେସ କର୍ମୀ ଓ ନେତାମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଜିଲ୍ଲା କାର‌୍ୟ୍ୟାଳୟ ପରିସରରେ ରାହୁଲଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତିବୈଠକରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗ୍ରସ୍ତକୁ ସଫଳ କରିବାପାଇଁ ଭୁବନେଶ୍ୱର ଜିଲ୍ଲାର କର୍ମକର୍ତାୱାର୍ଡ଼ ସଭାପତି, ବ୍ଲକ ସଭାପତି, ବୁଦ୍ଧିଜୀବି, ଯୁବକ, ଛାତ୍ର ଓ ମହିଳାମାନଙ୍କ ମତାମତ ଗ୍ରହଣ କରିଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ଅନିଲ ଚୌଧୁରୀ ଏବଂ ଏଆଇସିସି ଯୁଗ୍ମ ସଂପାଦକ ଆଦିତ୍ୟଶର୍ମା ଉପସ୍ଥିତ ରହି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More