ରାଷ୍ଟ୍ର ଉଦ୍ଦେଶ୍ୟରେ ୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ;ଭାରତକୁ ସବୁଜ ଅର୍ଥନୀତି ଆଡ଼କୁ ଆଗେଇ ନେବାରେ ନୂଆ ଅଧ୍ୟାୟ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ/ଭୁବନେଶ୍ୱର : ସୌର ଶକ୍ତ କେବଳ ଆଜି ନୁହେଁ ବରଂ ଏକବଂଶ ଶତାବ୍ଦୀରେ ଉର୍ଜା ଆବଶ୍ୟକତାର ଗୋଟିଏ ବଡ ମାଧ୍ୟମ ହେବ । କାରଣ ସୌର ଉର୍ଜା ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସି ଜରିଆରେ ମଧ୍ୟପ୍ରଦେଶରେ ୭୫୦ ମେଗାୱାଟ ବଶଷ୍ଟ ରେୱା ଅଲଟ୍ରା-ମେଗା ସୋଲାର ପ୍ଲାଣ୍ଟ(ଆରୟୁଏମଏସଏଲ) ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ କହିଛନ୍ତ ।
-ଭିସ ଜରିଆରେ ଉଦଘାଟିତ ହେଲା ଏସଆର ସର୍ବବୃହତ୍ତ ସୌରଶକ୍ତ ପ୍ଲାଣ୍ଟ୍‌

-ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ବଶ୍ୱ ଉର୍ଜା ମ୍ୟାପର ପ୍ରମୁଖ ପେଣ୍ଠସ୍ଥଳି ହୋଇଛି ରେୱା

-ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅକ୍ଷୟ ଶକ୍ତ କ୍ଷେତ୍ରରେ ଅଗ୍ରଣୀ ଦେଶ ହୋଇଛି ଭାରତ

-ନରନ୍ତର ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ ଉର୍ଜା ଦିଗରେ କାମ କରୁଛନ୍ତ ଭାରତ ସରକାର

-ଦେଶର ସୌର ଉର୍ଜା କ୍ଷମତାକୁ ବୃଦ୍ଧି କରିବା ସହ ଦେଶର ଉର୍ଜା ସୁରକ୍ଷା ଓ ବକାଶକୁ ଆଗକୁ ନେବ

-ମଧ୍ୟପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁଭଳି ଭାବେ ଭାରତରେ ସୌର ଶକ୍ତ ଉପରେ କାମ ଚାଲୁଅଛି, ଆଗାମୀ ଦିନରେ ଏହା ଉପରେ ଆଲୋଚନା ବଢ଼ିବ । ଏହିପରି ବଡ ପଦକ୍ଷେପ କାରଣରୁ ଭାରତର ସ୍ୱଚ୍ଛ ଉର୍ଜା ସବୁଠୁ ବଡ ଆକର୍ଷିତ ବଜାର ବୋଲି ମନେ କରାଯାଉଛି । ସରକାରଙ୍କ ଅନେକ କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଏବଂ ଇଜ୍ ଅଫ୍ ଲିଭଂକୁ ପ୍ରାଥମିକତା ଦେଉଅଛି । ପରିବେଶର ସୁରକ୍ଷା କେବଳ ପ୍ରକଳ୍ପ ସହିତ ସୀମିତ ହୋଇନାହିଁ ବରଂ ଜୀବନଶୈଳି ସହ ଦେଇ ଗତି କରୁଛି ।

ଏହି କାର୍ଯ୍ୟକ୍ରମରେ ଭିସ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ । ଏ ପ୍ରକଳ୍ପ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ୭୫୦ ମେଗାୱାଟ ବଶଷ୍ଟ ଅଲଟ୍ରା-ମେଗା ପ୍ରକଳ୍ପ ଭାରତକୁ ସବୁଜ ଅର୍ଥନୀତି ଆଡ଼କୁ ଆଗେଇ ନେବାରେ ନୂଆ ଅଧ୍ୟାୟ । ରେୱା ଅଲଟ୍ରା-ମେଗା ସୋଲାର ପ୍ଲାଣ୍ଟ ଏସଆର ସର୍ବବୃହତ୍ତମ ସୌରଶକ୍ତ ପ୍ଲାଣ୍ଟ ଏବଂ ଏହା ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ରେୱାକୁ ବଶ୍ୱ ଉର୍ଜା ମ୍ୟାପର ପ୍ରମୁଖ ପେଣ୍ଠସ୍ଥଳି ଭାବେ ସ୍ଥାନତ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଅକ୍ଷୟ ଶକ୍ତ କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି । ଜଳବାୟୁ ପରବର୍ତ୍ତନ ଲକ୍ଷ୍ୟ ହାସଲ କରିବାରେ ଭାରତ ଆଗଧାଡ଼ିରେ ରହିଛି ଏବଂ ଭବଷ୍ୟତ ପାଇଁ ନରନ୍ତର ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ ଉର୍ଜା ଦିଗରେ କାମ କରୁଛି । ଏସଆର ସର୍ବବୃହତ୍ତ ସୌରଶକ୍ତ ପ୍ଲାଟ୍ ମଧ୍ୟପ୍ରଦେଶରେ ହୋଇଥିବାରୁ ରାଜ୍ୟର

ଜନସାଧାରଣ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ରେୱ୍ୱା ଶକ୍ତ ପ୍ରକଳ୍ପ ଦେଶର ସୌର ଉର୍ଜା କ୍ଷମତାକୁ ବୃଦ୍ଧି କରିବା ସହ ଦେଶର ଉର୍ଜା ସୁରକ୍ଷା ଓ ବକାଶକୁ ଆଗକୁ ନେବ ବୋଲି କହିଛନ୍ତି ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶବରାଜ ସଂହଚୌହ୍ୱାନ ଏବଂ ମନ୍ତ୍ରୀ ରାଜ କୁମାର ସଂହ ଓ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ଥିଲେ ।

ଉଲ୍ଲେଖନୀୟ ଯେ, ୧୫୦୦ ହେକ୍ଟର ପରିମିତ ଅଞ୍ଚଳରେ ଥିବା ସୌର ଉଦ୍ୟାନରେ ୫୦୦ ହେକ୍ଟର ପରିମିତରେ ଥିବା ଏହି ସୌର ପ୍ରକଳ୍ପର ୩ଟ ୟୁନଟରୁ ୨୫୦ ମେଗାୱାଟ କରି ସୌରଶକ୍ତ ଉତ୍ପାଦିତ ହେବ । ରେୱା ଅଲଟ୍ରା ମେଗା ସୌର ଲିମିଟେଡ (ଆରୟୁଏମଏସଏଲ), ମଧ୍ୟପ୍ରଦେଶ ଊର୍ଜା ବକାଶ ଲିମିଟେଡ ଓ ଭାରତ ସୋଲାର ଏନର୍ଜୀ ନଗମର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ନର୍ମିତ ହୋଇଛି । ଆରୟୁଏମଏସଏଲକୁ ଏହି ଉଦ୍ୟାନ ଲାଗ ୧୩୮ କୋଟି ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ସୌର ଉଦ୍ୟାନଟି ନର୍ମିତ ହେବା ପରେ ଏହାର ବଭିନ୍ନ ୟୁନଟରୁ ସୌର ଶକ୍ତି ଉତ୍ପାଦନ ଆରମ୍ଭ କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ନର୍ମିତ ରେୱା ସୌର ପ୍ରକଳ୍ପ ଅନ୍ୟାନ୍ୟ ରାଜ୍ୟମାନଙ୍କ ନମନ୍ତେ ଏକ ଉଦାହରଣ ପାଲଟିବ । ବଦ୍ୟୁତ ଶୁଳ୍କ ଦୃଷ୍ଟିରୁ ସମଗ୍ର ଦେଶରେ ଏହି ପ୍ରକଳ୍ପ ଖୁବ ମିତବ୍ୟୟୀ । ସୌର ଶକ୍ତ ଶୁଳ୍କ ୨୦୧୭ରେ ୟୁନଟ ପିଛା ୪.୫୦ ଟଙ୍କା ଥିବା ବେଳେ ରେୱା ପ୍ରକଳ୍ପରୁ ମିଳୁଥିବା ସୌର ଶକ୍ତ ୟୁନଟ ପିଛା ୨.୯୭ ଟଙ୍କା ଧାର୍ଯ୍ୟ ହୋଇଥିଲା । ଏହି ପ୍ରକଳ୍ପ ଯୋଗୁଁ ବାର୍ଷିକ ୧୫ ଲକ୍ଷ ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ବାଷ୍ପ ହ୍ରାସ ପାଇବ ।

ଉଦ୍ଭାବନ ଓ ନର୍ମାଣ ଶୈଳୀ ଦୃଷ୍ଟିରୁ ଏହି ପ୍ରକଳ୍ପ ଦେଶ ଓ ଦେଶ ବାହାରେ ବେଶ ସ୍ୱୀକୃତି ଲାଭ କରିଛି । ଏହି ଅକ୍ଷୟ ଶକ୍ତ ପ୍ରକଳ୍ପ ଦେଶରେ ରାଜ୍ୟ ବାହାରେ ଅନ୍ୟମାନଙ୍କୁ ଶକ୍ତ ଯୋଗାଇବାରେ ଦେଶର ପ୍ରଥମ ପ୍ରକଳ୍ପ ବବେଚତ ହୋଇଛି । ପ୍ରକଳ୍ପରୁ ଶତକଡା ୨୪ ଭାଗ ସୌରଶକ୍ତ ଦିଲ୍ଲୀ ମେଟ୍ରୋ ନେଉଥିବା ବେଳେ ଅବଶଷ୍ଟ ୭୬ ଭାଗ ମଧ୍ୟପ୍ରଦେଶ ରାଜ୍ୟର ଡ଼ିସକମ ନେଉଛି । ଏହି ରେୱା ପ୍ରକଳ୍ପ ଯୋଗୁଁ ଆଗାମୀ ୨୦୨୦ ସୁଦ୍ଧା ଦେଶରେ ୧୭୫ ଗଗାୱାଟ ସୌରଶକ୍ତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ରେୱା ପ୍ରକଳ୍ପ ବଶେଷ ସହାୟକ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More