ରାମ୍ପରେ ବିଗ୍ ବି ଙ୍କ ଝିଅ ଶ୍ୱେତା

0

ରାମ୍ପରେ ବିଗ୍ ବି ଙ୍କ ଝିଅ ଶ୍ୱେତା ନନ୍ଦା  । ଡ଼ିଜାଇନର ଅବୁଜାନୀ ଓ ଦନ୍ଦୀପ ଖୋସଲାଙ୍କ ଦ୍ୱାରା ତିଆରୀ କରାଯାଇଥିବା ପୋଷାକ ପିନ୍ଧି ରାମ୍ପ କରିଥିଲେ ଅମିତାଭ ବଚ୍ଚନଂକ ଝିଅ ଶ୍ୱେତା। ଏହି ଶୋଂରେ ଅମିତାଭଙ୍କ ସହିତ ଜୟା ବଚ୍ଚନ ଓ ବହୁ ବଲିଉଡ଼ ଷ୍ଟାର ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ରାମ୍ପରେ ଝିଅ ଶ୍ୱେତାଙ୍କୁ ଚାଲିବା ଦେଖି ମେଗାଷ୍ଟାର  ବେଶ ଖୁସି ବୋଲି ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଛନ୍ତି  ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More