ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସକୁ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା..

0

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସକୁ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା..
20 ପ୍ଲାଟୁନ ଫୋର୍ସ, 5ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା, 10 ହଜାର ଲୋକ ଛିଡା ହୋଇ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି , ହୋଟେଲ, ଷ୍ଟେସନ , ବସ ଷ୍ଟାଣ୍ଡ ଗୁଡିକ ଯାଞ୍ଚ କରାଯିବ । କାଶ୍ମୀର ଘଟଣାକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୁଇନ୍ଦା ବିଭାଗ କୁ ଅଧିକ ସକ୍ରିୟ କରାଯାଇଛି । ଏବେ ଭୁବନେଶ୍ୱର ରେ 30 ରୁ ଅଧିକ କାଶ୍ମୀର ର ଛାତ୍ର ପାଠ ପଢୁଛନ୍ତି, ସେମାନଙ୍କ ସହ ଯୋଗାଯୋଗରେ ପୋଲିସ ଅଛି । ସେମାନେ ପାଠ ପଢ଼ୁଥିବା କଲେଜର ମୁଖ୍ୟ ମାନଙ୍କୁ ନେଇ ପୋଲିସ ଆଲୋଚନା କରିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More