ରାଜ୍ୟରେ ପ୍ରାୟ ୬୦% ପ୍ରତିଶତରୁ ଉର୍ଦ୍ଧ୍ୱ ଇଞ୍ଜିନିୟରିଂ ସିଟ୍ ଫାଙ୍କା…

0

ବିପରୀତ ଦିଗରେ ରାଜ୍ୟର ବୈଷୟିକ ଶିକ୍ଷା I ରାଜ୍ୟରେ ବର୍ତ୍ତମାନ 93 ଟି ଇଞ୍ଜିନିୟରିଂ କଲେଜ ଅଛି I ସେଥିମଧ୍ୟରୁ ରାଜ୍ୟରେ ପ୍ରାୟ ୬୦% ପ୍ରତିଶତରୁ ଉର୍ଦ୍ଧ୍ୱ ଇଞ୍ଜିନିୟରିଂ ସିଟ୍ ଫାଙ୍କା ପଡିଛି I
ଏଥିରେ 31174 ସିଟ୍ ଥିବାବେଳେ 19-20 ଶିକ୍ଷା ବର୍ଷରେ 11745 ସିଟରେ ନାମଲେଖା ହୋଇଛି ଏବଂ 19429 ସିଟ ଫାଙ୍କା ପଡିଛି I କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ I ତିନୋଟି ଇଞ୍ଜିନିୟରିଂ କଲେଜ ବନ୍ଦ କରିବାକୁ ଆବେଦନ କରିଛନ୍ତି…ରୁଗ୍ଣ ଅନୁଷ୍ଠାନକୁ ସହାୟତା ପାଇଁ ରାଜ୍ଯ ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More