ରାଜସ୍ଥାନ ରାଜନୀତି : ୧୦୦ରୁ ଅଧିକ ବିଧାୟକଙ୍କ ;ସମର୍ଥନ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ

0

ରାଜସ୍ଥାନ : ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଂକଟ ଭିତରେ ଅଶୋକ ଗେହଲଟ୍ ସରକାର ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି I ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟ ସରକାର ରହିବ କି ଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଥିଲା I ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବାସଭବନରେ ହୋଇଥିବା ବିଧାୟକ ଦଳ ବୈଠକରେ ଶହେରୁ ଅଧିକ ବିଧାୟକ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ I ଏହାସହ ସେ ମିଡିଆ ସାମନାରେ ବିଜୟ ସୂଚକ ପ୍ରଦର୍ଶନ କରିଛନ୍ତି I ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ଅଶୋକ ଗେହଲଟ୍ ପାଖରେ ବହୁମତ ରହିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More