ମେ ୭ରେ ମାଟ୍ରିକ ପରୀକ୍ଷା ଫଳ

0

ଚଳିତ ବର୍ଷ ଦଶମ ପରୀକ୍ଷାଫଳ ଆସନ୍ତା ସାତ ତାରିଖ ଦିନ ପ୍ରକାଶ ପାଇବ । ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି । ସକାଳ ୯ଟା ବେଳେ ଏହି ପରକ୍ଷା ପୁସ୍ତକ ପ୍ରକାଶ କରାଯିବ । ତାହାଛଡା ଦିନ ୧୨ଟାରୁ ୱେବସାଇଟରେ ଏହି ରେଜଲ୍ଟ ଉପଲବ୍ଧ ହେବ । ପରୀକ୍ଷାଫଳ ପ୍ରକାଶନକୁ ଆହୁରି ସହଜ କରିବାପାଇଁ ବୋର୍ଡ ତରଫରୁ ମୋବାଇଲ ଏସଏମଏସ ସୁବିଧା ମଧ୍ୟ ଉପଲବ୍ଧ । OR 10(SPACE) ROLL NO. ଲେଖି ତାହାକୁ ୫୬୭୬୭୫୦ କୁ ପଠାଇ ମୋବାଇଲ ଜରିଆରେ ଫଳ ପାଇପାରିବେ । ତାହାଛଡା ୱେବସାଇଟ ପାଇଁ ‘www.bseodisha.nic.in’ ମାଧ୍ୟମରେ ବିସ୍ତୃତ ସୂଚନା ଉପଲବ୍ଧ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More