ମୁଖ୍ୟ ଖବର

0

ଭୁବନେଶ୍ୱର : ମୁଖ୍ୟ ଖବର

୧-ସରକାର କର୍ମଚାରୀଙ୍କୁ ମିଳିବ ୧୦% ବକୟା ଭର୍ତ୍ତା । ରାଜକୋଷ ଉପରେ ପଡ଼ିବ ୬୫୦କୋଟିର ବୋଝ ।

୨-ଟ୍ରାଫିକ୍ ଜାମରେ ଫଶି ଶିଶୁ ମୃତ୍ୟୁ ଘଟଣା, ଟ୍ରାଫିକ ଡିସିପି ଓ କ୍ୟାପିଟାଲ ହସପିଟାଲକୁ ରିପୋର୍ଟ ତଲବ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

୩-କଲବଲ କରିବ ଗ୍ରୀଷ୍ମ। ଭୟଙ୍କର ହେବ ଏ ବର୍ଷର ତାପମାତ୍ରା,ବିଶେଷଜ୍ଞଙ୍କ ଆକଳନରେ ଗତବର୍ଷ ତୁଳନାରେ ଏବର୍ଷ ଅଧିକ ୧-୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା ।

୪-ଭୁବନେଶ୍ୱର : April ପହିଲାରୁ BS-IV ଯାନର ପଞ୍ଜିକରଣ ବନ୍ଦ ।

୫-ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ।

୬-ଆଜିଠାରୁ ବଜେଟ୍ ଅଧିବେଶନ।ପୋଡିୟମ ନିକଟକୁ ଆସିଲେ କାର୍ଯ୍ୟାନୁଷ୍ଠାନ : ବାଚସ୍ପତି ।

୭-ରାଜନୈତିକ ଦଳ ମାନଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ, ଏଣିକି ୱେବସାଇଟରେ ଅପଲୋଡ କରିବେ ଅପରାଧୀ ପାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ।

୮-ଦବିଲା ହରିଦାସପୁର ମାର୍ଶାଘାଇ ନିର୍ମାଣଧୀନ ରେଳଲାଇନ । ନିମ୍ନମାନର କାମ ନେଇ ଆସିଲା ଅଭିଯୋଗ ।

୯-ଭୁବନେଶ୍ୱର : ଯୁବତୀଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୁଣି ସାମନାକୁ ଆସିଲା ନୂଆ ଟ୍ଵିଷ୍ଟ, ଫାୟାରିଂ ପଛରେ ରହିଛି ଏକ ତରଫା ପ୍ରେମ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More