ମର୍ଡର ପାଇଁ ୯ଜଣଙ୍କୁ ଫାଶୀ. ଓଡ଼ିଶାରେ ବିରଳ

0

୨୦୧୬ ମସିହା ସେପ୍ଟେମ୍ବର ୯ତାରିଖ, ଗୁଣୁପୁରରେ ବାପ, ଝିଅ ଓ ମା’କୁ ମର୍ଡର କରାଗଲା । ଆଉ ଦୁଇବର୍ଷ ପରେ ଏହି ଟ୍ରିପଲ ମର୍ଡରର ୯ଜଣ ଅଭିଯୁକ୍ତଙ୍କୁ ଗୁଣୁପୁର ଏଡ଼ିଜେ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି, ଯାହା ଓଡ଼ିଶାରେ ପ୍ରଥମ ଘଟଣା । ଏକାଥରେ ୯ଜଣଙ୍କୁ ଫାଶୀ ଦେବା ଘଟଣାକୁ ନେଇ ଚାରିଆଡେ ଚର୍ଚା । ଓଡ଼ିଶାରେ ଏପରି ଘଟଣା ବିରଳ ହୋଇଥିବାରୁ ଗଣମାଧ୍ୟମର ଶିରୋନାମାରେ ଏହି ଖବର ରହିଛି । ଗୁଣିଗାରେଡି ସନ୍ଦେହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିଲା, ଯାହାକି ସେତବେଳେ ସାରା ଓଡିଶାକୁ ଦୋହଲେଇ ଦେଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More