ଭାରତ-ଜାପାନ ଆଣବିକ ଚୁକ୍ତି ସ୍ୱାକ୍ଷରୀତ

0

ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରୀତ ହୋଇଛି ଆଣବିକ ଚୁକ୍ତି । ଆତଙ୍କବାଦ ବିରୋଧରେ ଦୁଇ ଦେଶ ଲଢେଇ କରିବେ ବୋଲି ଚୁକ୍ତି ସ୍ୱାକ୍ଷରୀତ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି । ସ୍ୱଚ୍ଛ ଶକ୍ତି ଦିଗରେ ଚୁକ୍ତି ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସୀମାପାର ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ଚୁକ୍ତି ବେଶ୍ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More