ଭାରତକୁ ଟେଷ୍ଟରେ ୧ନମ୍ବର ମାନ୍ୟତା

0

ପୁଣିଥରେ ଆଇସିସି ଟେଷ୍ଟ୍ରେ ୧ନଂ ସ୍ଥାନ ଅର୍ଜ୍ଜନ କରିଛି ଭାରତ । ଭାରତ ୩-୦ରେ ନୁ୍ୟଜିଲାଣ୍ଡ୍କୁ ପରାସ୍ତ କରିବା ପରେ ଭାରତ ତା’ର ପାରମ୍ପରୀକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ୍କୁ ୧ନଂ ସ୍ଥାନରୁ ହଟାଇ ନିଜର ପ୍ରଥମ ସ୍ଥାନ ଅର୍ଜନ କରିପାରିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More