ଭାରତକୁ ଋଷର ସମର୍ଥନ

0

ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତକୁ ଋଷର ସମର୍ଥନ I ଭାରତୀୟ ସମ୍ଭିଧାନ ଅନୁଯାୟୀ ନିଆଯାଇଛି ପଦକ୍ଷେପ I ଋଷ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମନ୍ତବ୍ୟ I ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ଚାହେଁ ଋଷ I ରାଜନୈତିକ ଓ କୂଟନୈତିକସ୍ତରରେ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ହୋଇପାରିବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More