ବ୍ୟାଙ୍କରେ ନୋଟ୍ ବଦଳାଇଲେ ମୋଦିଙ୍କ ମା’

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ ଆଜି ସକାଳେ ଅଚଳ ହୋଇଯାଇଥିବା ଟଙ୍କା ବଦଳାଇବାକୁ ଗୁଜୁରାଟର ଏକ ଘରୋଇ ବ୍ୟାଙ୍କରେ ପହଂଚିଥିଲେ । ଅଚଳ ନୋଟ ବ୍ୟାଙ୍କ୍ କର୍ତୃପକ୍ଷଙ୍କୁ ଦେବାପରେ ହୀରାବେନଙ୍କୁ ବ୍ୟାଙ୍କର କ୍ୟାସିୟର୍ ମୋଟ୍ ୪୫୦୦ଟଙ୍କାର ନୂଆ ନୋଟ୍ ଦେଇଛନ୍ତି । ଏ ଦୃଶ୍ୟ ଦେଖିବା ପରେ ସବୁଠି ଚର୍ଚ୍ଚା ହେଉଛି ମୋଦିଙ୍କ ଏହି ପଦକ୍ଷେପ କି  ଧନୀ କି ଗରୀବ ସମସ୍ତଙ୍କ ପାଇଁ ଆଇନ ସମାନ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More