ବିରୋଧି ଖୋଜୁଛନ୍ତି ମଖିଆ …

0

ନିର୍ବାଚନ ସରିଛି । ନୂଆ ସରକାର ଗଠନ ହୋଇସାରିଛି । ବିଧାୟକମାନେ ଶପଇ ପାଠ ନେଇସାରିଛନ୍ତି । ବିଜେଡ଼ି ପଂଚମ ଥର ଲାଗି ରାଜ୍ୟରେ ଶାସକ ଭାର ସମ୍ଭାଳିଛି । ଆଉ ଏହାରି ଭିତରେ ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ଦଳର ମରକ୍ଷକ୍ଷକ୍ଟଆ କିଏ ହେବ ସେ ଳାଗି ଦଳ ଭିତରେ କସରତ ଆରମ୍ଭ ହୋଇଛି । ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଚାଲିଛି ଏହି କସରତ । ପିସିସି ସଭାପତି ପଦରୁ ନିରଂଜନ ପଟ୍ଟନାୟକ ଇସ୍ତଫା ଦେବା ପରେ ପରବର୍ତ୍ତୀ ପିସିସି ସଭାପତି କିଏ ହେବ ସେନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କିଛଚି ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଇଗଲାଣୀ । ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ , ଜଗନ୍ନାଥ ପଟ୍ଟନାୟକ , ଚିରଞଜୀବ ବିଶ୍ୱାଳଙ୍କ , ଗଣେଶ୍ୱର ବେହେରା, ପ୍ରଦୀପ ମାଝୀଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ବସ୍ତ ପଣ୍ଡା ।ଂସଦ ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ବିଜେପିର ମଙ୍ଗ କିଏ ଧରିବ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ବିଜେପି ନେତା କନକବର୍ଦ୍ଧନ ସିଂହଦେଓ,ବିଜୟ ମହାପାତ୍ର ଓ ସାଂସଦ ଜୁଏଲ ଓରାମଭ୍ ନାଁ ଚର୍ଚ୍ଚାରେ ରହିଛଚି । ତେଣୁ ରାଜ୍ୟରେ ଦୁଇ ପ୍ରମୁଖ ବିରୋଧ ନିଜର ମୁଖିଆ ଖୋଜୁଥିବା ବେଳେ ବିଜେଡ଼ି ତାର ସଂଗଠନ ପରିବର୍ତ୍ତନ କରିବାକୁ ଅଣ୍ଟା ଭିଡ଼ିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More