ବାତ୍ୟାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୂଚନା : ଆହୁରି 6 ରୁ 10 ଟଙ୍କା ବୃଦ୍ଧି ପାଇବପିଆଜ ଦର

0

ଭୁବନେଶ୍ୱର : ବାତ୍ୟାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୂଚନା । ଅମାଲକରି 5 ଜିଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ । ବାତ୍ୟାର ପ୍ରକୋପ ଦେଖି ଆଗକୁ ନିଆଯିବ ପଦକ୍ଷେପ । ପଶ୍ଚିମାଞ୍ଚଳରେ ଏବେ ଅମଳ ସମୟ । ତେଣୁ ସେଠି କିଛି ପ୍ରଭାବ ପଡିବା ସମ୍ଭାବନା ନାହିଁ । ତେବେ ବାତ୍ୟା ସମୟରେ ଉପକୂଳ ଜିଲ୍ଲାରେ ଫସଲ ଅମଳ ସମୟ ଥିବାରୁ କିଛି ମାତ୍ରାରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ପିଆଜ ଦର ଆହୁରି 6 ରୁ 10 ଟଙ୍କା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ନେଇ ସରକାର ପଦକ୍ଷେପ ନେବେ । ଲୋକମାନେ କିଭଳି କମ ଦରରେ ପାଇବେ ସେ ନେଇ ଚିନ୍ତା କରାଯାଇଛି । ସରକାର ପିଆଜ ବିକ୍ରୟ କରିବା ନେଇ ଚିନ୍ତା କରୁଛନ୍ତି । ବାତ୍ୟା ପାଇଁ କଳା ବଜାରି ଉପରେ ନଜର ରଖାଯାଇ ଛି। ପିଆଜି ଆମଦାନି ହେଉଥିବା ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ,ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବର୍ଷା ହେଉ ଛି। ସେଥିପାଇଁ ଦର ବୃଦ୍ଧି ହେଉଛି । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More