ବାଙ୍କୀ ଡବଲ ମର୍ଡ଼ରର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

0

ବାଙ୍କୀ ଡବଲ ମର୍ଡ଼ରକୁ ନେଇ କଂଗ୍ରେସର ନିନ୍ଦା l ନିରଞ୍ଜନଙ୍କ ଟାର୍ଗେଟ ରେ ରାଜ୍ୟ ସରକାର l ସେ ଅଭିଯୋଗ କରିଛନ୍ତି ଯେ, ଭଗବାନ ସ୍ୱାଇଁ ଓ ଆଦିତ୍ୟ ରଣସିଂହଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛ l ଭଗବାନ ସ୍ବାଇଁ ନିଜ ମୃତ୍ୟୁକାଳୀନ ଜମାନବନ୍ଦିରେ ଅଭିଯୁକ୍ତଙ୍କ ନାଁ କହିଛନ୍ତି l ହେଲେ ସଠିକ ଭାବେ ତଦନ୍ତ ହେଉନାହିଁ l ଶାସକ ଦଳର ନେତାଙ୍କର ସମ୍ପୃକ୍ତି ରହିଥିବାରୁ ତଦନ୍ତ ଠିକ ହେଉନାହିଁ l ତେଣୁ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ କରିବାକୁ ଦାବି କରିଛନ୍ତି ପିସିସି ସଭାପତି l ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ l ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛି କଂଗ୍ରେସ l ତେବେ ଘଟଣାରେ ବର୍ତ୍ତମାନ ସୁଦ୍ଧା 2 ଜଣ ଗିରଫ ହୋଇଛନ୍ତି l

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More