ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଲଢ଼ିବେ ନିର୍ବାଚନ

0

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ରାଜନୀତିରେ ପାଦ ଥାପିବାକୁ ଯାଉଛଉଛନ୍ତି I ହିମାଚଳ ପ୍ରଦେଶର ମଣ୍ଡି ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ସେ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି I ଗତ ମାର୍ଚ୍ଚରେ ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ମଣ୍ଡି ଲୋକସଭା ବ୍ୟତୀତ ହିମାଚଳ ପ୍ରଦେଶ ବିଜେପି ନିର୍ବାଚନ କମିଟି ଅକ୍ଟୋବର ୩୦ରେ ରାଜ୍ୟର ତିନୋଟି ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ଯାଉଛି । ତେଣୁ ସେ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନ୍ତି ମହଲରେ ଚର୍ଚ୍ଚା ହେଉଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More