ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଫେବୃଆରୀ ୨୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୧୦ ରେ ଶେଷ ହେବ । ଫେବୃଆରୀ ୨୮ ତାରିଖରେ ମାତୃଭାଷା, ମାର୍ଚ ୨ରେ ଇଂରାଜୀ ,୪ରେ ହିନ୍ଦି-ସଂସ୍କୃତ,୬ରେ ଗଣିତ,୮ରେ ବିଜ୍ଞାନ ଓ ମାର୍ଚ ୧୦ ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ନଭେମ୍ବର ୧ ତାରିଖରୁ ଫର୍ମଫିଲପ ଆରମ୍ଭ ହୋବ । ନଭେମ୍ବର ୨୨ ତାରିଖରେ ଫର୍ମଫିଲପର ଶେଷ ତାରିଖ । ଏନେଇ ବୋର୍ଡ ସଭାପତି ଶୁସାନ୍ତ ଦାସ ସୂଚନା ଦେଇଛନ୍ତି ।