ଫେବୃଆରୀ ୨୮ ରୁ ମାଟ୍ରିକ ପରୀକ୍ଷା

0

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଫେବୃଆରୀ ୨୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୧୦  ରେ ଶେଷ ହେବ । ଫେବୃଆରୀ ୨୮ ତାରିଖରେ ମାତୃଭାଷା, ମାର୍ଚ ୨ରେ ଇଂରାଜୀ ,୪ରେ ହିନ୍ଦି-ସଂସ୍କୃତ,୬ରେ ଗଣିତ,୮ରେ ବିଜ୍ଞାନ ଓ ମାର୍ଚ ୧୦ ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ନଭେମ୍ବର ୧ ତାରିଖରୁ  ଫର୍ମଫିଲପ ଆରମ୍ଭ ହୋବ । ନଭେମ୍ବର ୨୨ ତାରିଖରେ ଫର୍ମଫିଲପର ଶେଷ ତାରିଖ । ଏନେଇ ବୋର୍ଡ ସଭାପତି ଶୁସାନ୍ତ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More