ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ

0

ଫେବୃଆରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ ପରୀକ୍ଷା । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀ କହିଛନ୍ତି ଯେ, ଏହାର ଶେଷ ନିଷ୍ପତ୍ତି ବୋର୍ଡ ନେବ । ଗତ ବର୍ଷର ବିବାଦୀୟ ପରୀକ୍ଷା ସେଣ୍ଟରକୁ ସମୀକ୍ଷା କରାଯିବ । ଆବଶ୍ୟକ ପଡ଼ିଲେ ସେ ସେଣ୍ଟରଗୁଡିକ ବାଦ ଦିଆଯାଇ ପାଖ ସେଣ୍ଟରରେ ପରୀକ୍ଷା କରାଯିବ ।

ଗତବର୍ଷ ଯୋଉ ସୋସିଆଲ ମେଡ଼ିଆରେ ପ୍ରଶ୍ନ ଭାଇରାଲ ହୋଇଥିଲା, ନିହାତି କେହି ନା କେହି ମୋବାଇଲ ଫୋନ ନେଇଥିବେ । ହେଲେ ତାହା ପ୍ରମାଣିତ ହୋଇପାରିଲା ନାହିଁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More