ପ୍ରଥମ ଦିନରେ ୧୯୪ ଜଣ ଉପଭୋକ୍ତାଙ୍କ ବିଦ୍ୟୁତ କାଟ : ୧୪ ଲକ୍ଷ ୭୦ ହଜାର ଟଙ୍କା ଆଦାୟ

0

ଭୁବନେଶ୍ୱର : ବକେୟା ବିଲକୁ ନେଇ ସାଉଥକୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଏହା ଜାରି ରହିଛି । ଗତକାଲି ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ ବକେୟା ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ କଟା ଯାଇଥିଲା । ପ୍ରଥମ ଦିନରେ ୧୯୪ ଜଣ ଉପଭୋକ୍ତାଙ୍କ ବିଦ୍ୟୁତ କାଟ କରାଯାଇଥିବାବେଳେ ୧୪ ଲକ୍ଷ ୭୦ ହଜାର ଟଙ୍କା ଆଦାୟ ହୋଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More