ପ୍ରଥମ ଟେଷ୍ଟରେ ଭାରତ ବିଜୟୀ

0

ବିଶାଖାପାଟଣାରେ ଚାଲିଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି ଭାରତ । ଇଂଲଣ୍ଡକୁ ୨୪୬ ରନରେ ପରାସ୍ତ କରି ଭାରତ ବିଜୟୀ ହୋଇଛି । ୫ଟିକିଆ ସିରିଜ୍ ବିଶିଷ୍ଟ ଏହି ଟେଷ୍ଟ ମ୍ୟାଚରେ ୧-୦ରେ ଭାରତ ଆଗୁଆ ରହିଛି । ଭାରତ ପ୍ରଥମ ପାଳିରେ ୪୫୫ ଓ ଦ୍ୱିତୀୟ ପାଳିରେ ୨୦୪ ରନ୍ କରିଥିଲା । ଇଂଲଣ୍ଡ ପ୍ରଥମ ପାଳିରେ ୨୫୫ ଓ ଦ୍ୱିତୀୟ ପାଳିରେ ୧୫୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More