ପୁରୀ: ଶ୍ୱେତଗଙ୍ଗାରେ ଶବ

0

ମଙ୍ଗଳବାର ରାତିରୁ ନିଖୋଜ ଥିବା ପୁରୀ ବାଲିସାହିର ଅଶୋକ ପ୍ରତିହାରୀଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ବୁଧବାର ସକାଳେ କିଛି ଲୋକ ଶ୍ୱେତଗଙ୍ଗାରେ ଗାଧଉଥିବା ବେଳେ ଏକ ଶବ ଭାସୁଥିବା ଦେଖିଥିଲେ । ପରେ ପୋଲିସ ଓ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ପାଣିରୁ ଶବ ଉଦ୍ଧାର କରାଯିବା ପରେ ତାହା ଅଶୋକ ପ୍ରତିହାରୀଙ୍କର ବୋଲି ଜଣାପଡ଼ିଥିଲା । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More