ପୁରୀବାସୀ ପରି କିଏ ହେବ

0

ପୁରୀ : ମହାପ୍ରଭୁଙ୍କ ପ୍ରତି ଭଲ ପାଇବା କଣ ତାହା ଆଜି ପୁରିବାସୀ ଦେଖାଇଛନ୍ତି । ପ୍ରଶାସନର ସବୁ ନିୟମକୁ ପୁରିବାସୀ ପାଳନ କରିଛନ୍ତି । କେହି ଜଣେ ହେଲେ ବି ବଡ଼ ଦାଣ୍ଡକୁ ବାହାରି ନାହାନ୍ତି । ସମସ୍ତେ ଘରେ ରହି ଟିଭିରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଯାହାକି ବିଶ୍ୱ ପାଇଁ ଏକ ଉଦାହରଣ । ତେଣୁ ସବୁଠି ଆଜି ଓଡିଶା ପ୍ରଶଂସା ସାଉଁଟିଛି ।
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କୋଭିଡ଼ ୧୯ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ତିନି ରଥ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି । ହେଲେ ଏଥର ରଥଯାତ୍ରାର ବିଶେଷତ୍ୱ ହେଲା ବିନା ଭକ୍ତରେ ଚତୁର୍ଦ୍ଧା ମୁରତି ରଥରେ ବିଜେ ହୋଇଥିଲେ । କେବଳ ସେବାୟତ ଓ ସୁରକ୍ଷାକର୍ମୀ ବଡ଼ ଦାଣ୍ଡରେ ଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More