ପୁଣି ୧୧ କେଭି ବିଦ୍ୟୁତ ଆଘାତରେ ମୃତ୍ୟୁ

0

ମହାକାଳପଡ଼ା : ବ୍ରହ୍ମପୁର ବସ ଦୁର୍ଘଟଣ ପରେ ବି ଶକ୍ତି ବିଭଗର ଚେତା ପଶୁନି I ମୁକୁଳା ପଡିଛି ବିଦ୍ୟୁତ ତାର I ପୁଣି ୧୧ କେଭି ଆଘାତରେ ମୃତ୍ୟୁ ଘଟିଛି I ତନ୍ତିଆପାଳ ତରପଡା ଗାଁରେ ଅଭାବନୀୟ ଘଟଣା I ୧୧ କେଭି ବିଦ୍ୟୁତ ଆଘାତରେ ଜଳିଗଲେ ଡ୍ରମ୍ପର ଡ୍ରାଇଭର I ସେଠାକାର ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ଫଳରେ ଯାନବାହାନ ଚଳାଚଳ ଠପ ହୋଇଛି I
ସୂଚନାନୁସାରେ, ଆଜି ସକାଳେ ପ୍ରଭାତ ସେଠୀନାମକ ଜଣେ ଡ୍ରାଇଭର ଏକ ବାଲି ବୋଝେଇ ହାଇଓ୍ୱା ନେଇ ତରପଦ ଗ୍ରାମକୁ ଆସୁଥିଲେ । ସେହି ସମୟରେ ଏକ ୧୧କେଭି ତାର ହାଇଓ୍ୱା ସଂସ୍ପର୍ଶରେ ଚାଲି ଆସିଥିଲା। ସେ ତାର ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାର ଲାଗି ସେ ଜଳି ଯାଇଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More