ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ

0

ପୁଣି ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ । ରବିବାର ରାତିରେ ଜାମ୍ମୁ-କାଶ୍ମୀରର ରାଜୌରି ସେକ୍ଟରଠାରେ ପାକିସ୍ତାନ ସେନାର ଗୁଳି ବର୍ଷଣ ଯୋଗୁଁ  ଜଣେ ବିଏସଏଫ ଜବାବଙ୍କ ମୁତ୍ୟୁ ଘଟିବା ସହ ତିନିଜଣ ଯବାନ ଆହତ ହୋଇଛନ୍ତି  । ପାକିସ୍ତାନ ସୀମାରେ ଏପରି ଅସ୍ତ୍ରବିରତି ଉଲଘଂନ କରୁଥିବାରୁ ଭାରତ ଏହାର ଠିକଣା ଜବାବ  ଦେଉଛି ବୋଲି ସେନାଧିକାରୀ ପକ୍ଷରୁ କହୁଯାଇଛି  ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More