ପାରାଦ୍ୱୀପ ସିୱେଜ ମ୍ୟାନେଜର ହତ୍ୟା ଘଟଣା : ୫ଜଣ ଅଭିଯୁକ୍ତ ଗିରଫ

0

ପାରାଦ୍ୱୀପ ସିୱେଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୋଲିସ ଆଜି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ମାସ ୨୬ ତାରିଖ ଦିନ ତାଙ୍କୁ ଗୁଳି ହତ୍ୟା କରାଯାଇଥିଲା । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ବ୍ୟବସାୟୀକ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନେ୍ଦହ କରି ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା । ଆଜି ସେମାନଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More