ନୋଟ ଅଚଳକୁ ବିଲଗେଟସ୍ ସ୍ୱାଗତ

0

ଛାୟା ଅର୍ଥନୀତିକୁ ଅଧିକ ସ୍ୱଚ୍ଛ ଅର୍ଥନୀତିକୁ ଯିବା ନିମନ୍ତେ ପ୍ରଚଳିତ ବଡ଼ ନୋଟକୁ ନିଷିଦ୍ଧ କରି ନୂତନ ନୋଟ ପ୍ରଚଳନ କରିବା ସରକାରଙ୍କ ସାହସିକ ପଦକ୍ଷେପ । ଏନଆଇଟିଆଇ –ଲେକଚରସ୍ ସିରିଜ-ଟ୍ରାନସ୍ଫର୍ମିଙ୍ଗ ଇଣ୍ଡିଆରେ ଜଣେ ବକ୍ତାଭାବେ ଯୋଗଦେଇ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟସ ଏହା କହିଛନ୍ତି । ଆଗାମୀ କେତେ ବର୍ଷ ଭିତରେ ଭାରତ କେବଳ ଆକାରରେ ନୁହେଁ, ଶତକଡ଼ା ହାରରେ ମଧ୍ୟ ବିଶ୍ୱର ସବୁଠୁ ଅଧିକ ଡ଼ିଜିଟାଇଜଡ଼୍ ଅର୍ଥନୀତି ଭାବେ ଗଣାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More