ନିଯୁକ୍ତି କ୍ଷେତ୍ରରେ ଓପିଟିସିଏଲ ଆଗରେ

0


ବିଦ୍ୟୁତ ବିଭାଗରେ ନିଯୁକ୍ତି କ୍ଷେତ୍ରରେ ଓପିଟିସିଏଲ ଆଗରେ ରହିଛି I ବେକାରୀ ସମସ୍ୟା ବଢି ବଢି ଚାଲିଥିବାବେଳେ ଓପିଟିସିଏଲ ପ୍ରତି ବର୍ଷ ୧୦୦ ଜଣ କରି ଓଡିଶାରୁ ଯୁବ ଇଞ୍ଜିନିଅର ମାନଙ୍କୁ ନିଯୁକ୍ତି ଦେଇଚାଲିଛି I ଆଜି ୯୯ ଜଣ ଯୁବ ଇଞ୍ଜିନିଅର କାର୍ଯ୍ୟରେ ଯୋଗ ଦେଇଛନ୍ତି I ସେହିପରି ପ୍ରତି ବର୍ଷ ୧୦୦ ଜଣ ଆଇଟିଆଇ ଯୋଗ୍ୟତା ସମ୍ପର୍ଣ ବୈଷୟିକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି I ଏହା ଫଳରେ ନିଯୁକ୍ତି କ୍ଷେତ୍ରରେ ଓପିଟିସିଏଲ ଆଗରେ ଥିବାରୁ ଶ୍ରମିକ କର୍ମଚାରୀମାନେ ଉତ୍ସାହିତ ଅଛନ୍ତି I ସେହିପରି ଅନ୍ୟାନ୍ୟ ବିଦ୍ୟୁତ ବିତରଣ କମ୍ପାନୀରେ ଏହିପରି ପଦକ୍ଷପ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଉଛି I ଫଳରେ ଠିକା କର୍ମଚାରୀମାନେ ନିଯୁକ୍ତି ପାଇ ପାରିବେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More