ନାମାଙ୍କନ ଦାଖଲ କଲେ ଦିଲ୍ଲୀପ

0

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି I ଦିନ ୧୧ଟା ବେଳେ ପଦ୍ମପୁର ରେ ଥିବା ଉପ ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିଲ୍ଲୀପ ନାମାଙ୍କନ ଭରିଛନ୍ତି I ନୀଳାମ୍ବର ସହ ଦିଲ୍ଲୀପ ନାମାଙ୍କନ ଭରିଥିଲେ I କଂଗ୍ରେସ ଅଢେଇ ବର୍ଷରେ ହୋଇଥିବା ତିନୋଟି ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି I ୨୦୧୮ ଉପ ନିର୍ବାଚନରେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ରିପୁନାଥ ସେଠକୁ ପ୍ରାର୍ଥୀ କରିଥିଲା I ଆଉ ଏବେ ଦଳ ଦିଲ୍ଲୀପ ପଣ୍ଡାଙ୍କୁ ଦଳୀୟ ପ୍ରାର୍ଥୀ କରିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More